ଆଇଏଏସ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୨୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଦେଖନ୍ତୁ ପୁରା ତାଲିକା…
ବିଜୟ କୁମାର ଉପାଧ୍ୟାୟ- ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ
ଆଶିଷ ଠାକରେ- ସଚିବ, ରାଜସ୍ବ ପର୍ଷଦ
ଦିଲ୍ଲୀପ ରାଉତରାୟ- ଭଦ୍ରକ ଜିଲ୍ଲାପାଳ
କମଳ ଲୋଚନ ମିଶ୍ର- ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ନିଖିଳ ପୱନ କଲ୍ୟାଣ- ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ
ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ
ସ୍ମୃତି ରଞ୍ଜନ ପ୍ରଧାନ-କେନ୍ଦ୍ରାପଡା ଜିଲ୍ଲାପାଳ
ସୁଧା ଦେବ ସିଂ- ଅତିରିକ୍ତ ଶାସନ ସଚିବ, ପଞ୍ଚାୟତିରାଜ
ପାରୁଲ ପାଟୱାରୀ- ଜିଲ୍ଲାପାଳ, ରାୟଗଡା
ଅମ୍ବିତ ଋତୁରାଜ- କନ୍ଧମାଳ ଜିଲ୍ଲାପାଳ
ସିଦ୍ଧଶ୍ବର ବଳିରାମ ବନ୍ଦର- ସମ୍ବଲପୁର ଜିଲ୍ଲାପାଳ
ଦତ୍ତାତ୍ରେୟ ସିନ୍ଧେ- କଟକ ଜିଲ୍ଲାପାଳ
ହେମକାନ୍ତ ସା- ମୟୁରଭଞ୍ଜ ଜିଲ୍ଲାପାଳ
ବି. ଅନିମେଷ ରେଡ୍ଡୀ- ଯାଜପୁର ଜିଲ୍ଲାପାଳ
ଆଶିଷ ପାଟିଲ- ମାଲକାନଗିରି ଜିଲ୍ଲାପାଳ
ସମେଷ କୁମାର ଉପାଧ୍ୟାୟ-ଢେଙ୍କାନାଳ ଜିଲ୍ଲାପାଳ
ଶୁଭଙ୍କର ମହାପାତ୍ର- ନବରଙ୍ଗପୁର ଜିଲ୍ଲାପାଳ
ସୂର୍ଯ୍ୟବଂଶୀ ମୟୁରବିକାଶ- ବାଲେଶ୍ବର ଜିଲ୍ଲାପାଳ
ଜେ ସୋନାଲ- ଜଗତସିଂହପୁର ଜିଲ୍ଲାପାଳ
ପାୱାର ସଚିନ ପ୍ରକାଶ- କଳାହାଣ୍ଡି ଜିଲ୍ଲାପାଳ
ଅକ୍ଷୟ ସୁନୀଲ ଅଗ୍ରୱାଲ- ନୟାଗଡ ଜିଲ୍ଲାପାଳ
ମନୋଜ ସତ୍ୟବାନ ମହାଜନ-ସୁନ୍ଦରଗଡ଼ ଜିଲ୍ଲାପାଳ
କବିନ୍ଦ୍ର କୁମାର ସାହୁ- ଦେବଗଡ଼ ଜିଲ୍ଲାପାଳ
ମଧୁସୂଦନ ଦାସ- ନୂଆପଡା ଜିଲ୍ଲାପାଳ
ସୁବ୍ରତ କୁମାର ପଣ୍ଡା- ବୌଦ୍ଧ ଜିଲ୍ଲାପାଳ