ଜାଭେଲିନ ଥ୍ରୋ :ପ୍ରଥମ ପ୍ରୟାସ ରେ ନିରାଜ ଚୋପ୍ରା ଙ୍କ କମାଲ

ଟୋକିଓ ଅଲିମ୍ପିକରେ ଜାଭେଲିନ ଥ୍ରୋ ବିଭାଗ ରେ ଭାରତକୁ ପ୍ରଥମ ମିଳିବା ସ୍ଵର୍ଣ ମିଳିବା ଆଶା ଏକ ପ୍ରକାର ଉଦ୍ଜୀବିତ ହୋଇଛି । ଭାରତୀୟ ଜାଭଲିନ୍‌ ଆଥଲେଟ୍‌ ନୀରଜ ଚୋପ୍ରା ୩ୟ ରାଉଣ୍ଡ ଶେଷ ସୁଦ୍ଧା ସବୁଠାରୁ ଆଗରେ ରହିଛନ୍ତି । ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ନୀରଜ ଚୋପ୍ରା । ୩ୟ ରାଉଣ୍ଡ ଶେଷ ସୁଦ୍ଧା ନୀରଜ ସବୁଠାରୁ ଅଧିକ ୮୭.୫୮ ମିଟର ଥ୍ରୋ କରି ଆଗରେ ରହିଛନ୍ତି ।ସେ ତାଙ୍କର ପ୍ରଥମ ପ୍ରୟାସ ରେ ୮୭.୩ମିଟର ଏବଂ ୨ୟ ପ୍ରୟାସ ରେ ୮୭.୫୮ ମିଟର ଦୂର ଅତିକ୍ରମ କରିଥିଲେ I ବର୍ତ୍ତମାନ ସୁଦ୍ଧା ମୋଟ ୪ ରାଉଣ୍ଡ ଖେଳ ଶେଷ ହୋଇଛି । ଆଉ ଦୁଇ ରାଉଣ୍ଡ ବାକିଥିବା ବେଳେ ନୀରଜ ଚୋପ୍ରା ସବୁଠାରୁ ଆଗରେ ରହିଛନ୍ତି । ସମୟ ମଧ୍ୟରେ ପୂର୍ଣ୍ଣ ବିବରଣୀ ଆସିବ ।

Comments (0)
Add Comment