ବି.ଜେ.ପି ବିଧାୟକ ମାନେ ବିଧାନ ସଭା ବାହାରେ ଭଗବାନ ଜଗନ୍ନାଥ ଙ୍କ ମୂର୍ତି ରଖି ଘଣ୍ଟ ଘଣ୍ଟି ବଜାଇ ପୂଜା କରିବା ସହ ପ୍ରଚାର ପତ୍ର ଦେଖାଇ ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରସାଦ ବାଂଟିଥିବାର ଦେଖାଯାଇଥିଲା I ଏହା ସହିତ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ କହିଛନ୍ତି ହେ ପ୍ରଭୁ ମୁଖ୍ୟମନ୍ତ୍ରୀ ଙ୍କୁ ସତ ବୁଧି ଓ ଶକ୍ତି ଦିଅନ୍ତୁ ,ମମିତା କୁ ନ୍ୟାୟ,ଦେବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ସି.ବି.ଆଇ କୁ ତଦନ୍ତ କରିବା କୁ ନିର୍ଦେଶ ଦେଇ ବିଧାନ ସଭା କୁ ଆସନ୍ତୁ , ଏହା ସହିତ ଚାଷୀ ମାନଙ୍କ ସମସ୍ୟା କୁ ମଧ୍ୟ ଶୁଣନ୍ତୁ I