ନୂଆଦିଲ୍ଲୀ: ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା ବିଲ୍। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ କେନ୍ଦ୍ର ସରକାର ଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍ ଶୀଘ୍ର ନୂଆ ଆୟକର ବିଲ୍ ଆଗତ କରିବେ ସରକାର। ୬ ଦଶନ୍ଧିର ପୁରୁଣା ଆୟକର ଆଇନର ସ୍ଥାନ ନେବ ନୂଆ ଆଇନ୍ । ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶକୁ ସାମିଲ କରି ଏକ ନୂଆ ଆୟକର ବିଲ୍ ଆଗାମୀ ଅଗଷ୍ଟ ୧୧ରେ ଉପସ୍ଥାପନ କରାଯିବ। ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ।ଅନେକ କରଦାତା ଟିଡିଏସ କିମ୍ବା ଟିସିଏସ ପାଇଁ ରିଫଣ୍ଡ ପାଇବାରେ ଦୀର୍ଘ ବିଳମ୍ବର ସମ୍ମୁଖୀନ ହୁଅନ୍ତି। ତେଣୁ ରିଫଣ୍ଡ ପ୍ରକ୍ରିୟା ଶୀଘ୍ର, ସହଜ ଏବଂ ଅଧିକ ପାରଦର୍ଶୀ ହେବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇପାରେ । ସିବିଡିଟି (କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ) ମଧ୍ୟ କହିଛନ୍ତି ଯେ “ସହାନୁଭୂତି ସହିତ ପ୍ରୟୋଗ” ନାମକ ନୀତି ଅଧୀନରେ ନୂଆ ନିୟମ ପ୍ରସ୍ତୁତ କରାଯାଉଛି, ଯାହା କରଦାତାଙ୍କ ପାଇଁ ହେଉଥିବା ଅସୁବିଧା ଗୁଡିକୁ ହ୍ରାସ କରିବ ।
sans ordonnance kamagra prescrire sun medicament pharmacie
pouvez-vous acheter kamagra au mexique
online order enclomiphene purchase to canada
online order enclomiphene usa drugstore
buying androxal usa generic
androxal cheap overnight fedex
buy cheap flexeril cyclobenzaprine purchase in the uk
how to buy flexeril cyclobenzaprine uk meds
Order perscription free dutasteride
get dutasteride usa online pharmacy
buy gabapentin us prices
how to buy gabapentin how to purchase viagra
how to order fildena australia no prescription
online order fildena generic does it work
cheapest itraconazole online without prescription
cheap itraconazole without rx
how to order avodart uk in store
avodart without a script
purchase staxyn buy sydney
buying staxyn no prescription overnight delivery
no script rifaximin
buying rifaximin cheap alternatives
online order xifaxan purchase australia
order xifaxan generic no prescription
léky na předpis indie kamagra
cena kamagra vs