ଆପଣଙ୍କ ପାଖେ ଅଛି କି ଏଭଳି ନୋଟ, ରାତାରାତି ବନିବେ ଲକ୍ଷପତି

ଆପଣଙ୍କ ପାଖେ ଅଛି କି ପୁରୁଣା ନୋଟ ? ଯଦି ହଁ ତେବେ ଆପଣ ହେଇଯିବେ ମାଲl ମାଲ l ପାଇବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା l ଏହାକୁ ମିଛ ବୋଲି ଭାବନ୍ତୁନି l ଏହା ହେଉଛି ନିରାଟ ସତ୍ୟ କଥା l ଚଳିତ ବର୍ଷ କିଛି ପୁରୁଣା ନୋଟ ଓ ମୁଦ୍ରା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ l ଏଥିଯୋଗୁଁ ଆପଣଙ୍କୁ ଲକ୍ଷ୍ୟପତି ହେବାର ସୁଯୋଗ ରହିଛି l ତେବେ ଆଉ ଡେରି ନକରି ଏବେ ଠାରୁ ଏମିତି ନୋଟ ଖୋଜିବା ଆରମ୍ଭ କରି ଦିଅନ୍ତୁ l ଯଦି ଆପଣଙ୍କ ପାଖରେ ଏମିତି ନୋଟ ଅଛି ତେବେ ଆପଣ ଲକ୍ଷ୍ୟପତି ହେବା ନିଶ୍ଚିନ୍ତ l ଆସନ୍ତୁ ଜାଣିବା ପୁରୁଣା ନୋଟ ନେଇ କଣ କଲେ ଆପଣ ଲକ୍ଷ୍ୟପତି ହୋଇପାରିବେ l ଆପଣଙ୍କୁ କେବଳ eBay ୱେବ୍ସାଇଟକୁ ଯିବାକୁ ପଡିବ l ସେଠାରେ ଆପଣ ଆପଣଙ୍କ ନୋଟ ଉପରେ ବୋଲି ଲଗାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରିପାରିବେ l ବର୍ତ୍ତମାନ ଆସନ୍ତୁ ଜାଣିବା ଏଥିପାଇଁ କେଉଁ ନୋଟ ସବୁ ନେବାକୁ ପଡିବ l

ଭାରତୀୟ ମୁଦ୍ରାରେ କମ ଦେଖିବାକୁ ମିଳୁଥିବା ନୋଟ ଗୁଡିକ ନିଲାମ eBayରେ ଡକା ଯାଏ l eBay ସବୁବେଳେ ନୋଟର ବୋଲି ଲଗାଇଥାଏ l ଏହି ବୋଲିରେ ସାଧାରଣ ଲୋକ ଅଂଶ ଗ୍ରହଣ କରିପାରିବେ l ୭୮୬ କ୍ରମିକ ନମ୍ବର ନୋଟ ଉପରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇପାରିବେ ଗ୍ରାହକ l ଏହା ବାଦ ଯଦି ଆପଣଙ୍କ ପାଖେ ୭୮୬ କ୍ରମିକ ଥିବା ନୋଟ ନାହିଁ ତେବେ ଆପଣ ସମାନ ନମ୍ବର ଥିବା ନୋଟରୁ ମଧ୍ୟ ରୋଜଗାର କରିପାରିବେ l ନିକଟରେ ଏକ ୧୦ଟଙ୍କିଆ ନୋଟ ମିଳିଥିଲା ଯେଉଁଥିରେ କ୍ରମିକ ନମ୍ବର ସମାନ ଥିଲା l ଏହି ନୋଟ ବଦଳରେ ବୋଲି ଲଗାଇଥିବା ଗ୍ରାହକଙ୍କୁ ୩୩୦୦ ଟଙ୍କା ମିଳିଥିଲା l ତେଣୁ ଆପଣ ମଧ୍ୟ ସେଇ ଭଳି ବିଶେଷ ନୋଟରୁ ରୋଜଗାର କରିବାକୁ ସକ୍ଷମ ହୋଇପାରିବେ l ସେହିପରି ଆପଣଙ୍କ ପାଖରେ ଯଦି ୧ଟଙ୍କିଆ ନୋଟ ଅଛି ଆଉ ଏହା ଯଦି ୧୯୧୭ ମସିହାରେ ଛପା ଯାଇଛି ତାହାଲେ ସେ ନୋଟର ମୂଲ୍ୟ ବର୍ତ୍ତମାନ ୧୦ ହଜାର ୨୫୦ ଟଙ୍କା ରହିଛି l

ଯଦି ଆପଣଙ୍କ ପାଖରେ ଏପରି ନୋଟ ରହିଛି ତେବେ ଏହାର ବୋଲି ଲଗାଇବାରେ ଆପଣଙ୍କୁ ୧୦ହଜାର ୨୫୦ଟଙ୍କା ମିଳିବ l ଏହା ସହିତ ୧୦ ଟଙ୍କିଆ ପୁରୁଣା ନୋଟ ଯଦି ୧୯୫୧ରେ ଛପା ଯାଇଥାଏ ଆଉ ତାହା ଯଦି ଧଳା କିମ୍ବା ହାଲକା ନୀଳ ରଙ୍ଗର ହୋଇଥାଏ ତେବେ ଏଥିରୁ ଆପଣ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ l ବହୁ ବର୍ଷ ପୁରୁଣା ଯୋଗୁଁ ଏହି ନୋଟ କମ ଦେଖିବାକୁ ମିଳିଥାଏ l ଶେଷରେ ଜାଣିବା ବୈଷ୍ଣବ ଦେବୀଙ୍କ ୫ ଓ ୧୦ ଟଙ୍କିଆ ମୁଦ୍ରା ସମ୍ପର୍କରେ l ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣବ ଦେବୀଙ୍କ ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି ତେବେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ l ଏହି ବିରଳ ମୁଦ୍ରlଗୁଡିକ ୨୦୦୨ ମସିହାରେ ବୋଲି କରାଯାଇଛି l ବୈଷ୍ଣବ ଦେବୀଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଉଥିବାରୁ ଏହି ମୁଦ୍ରାକୁ ବହୁତ ଭାଗ୍ୟବାନ ବୋଲି ମନେ କରାଯାଇଥାଏ l ଲୋକମାନେ ଏହିପରି ମୁଦ୍ରାଗୁଡିକୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାରେ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି l