ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ମୋଟ୍ ୫୨,୬୬୭ କୋଟି ଟଙ୍କାର ଏକ ପ୍ୟାକେଜ୍ ମଞ୍ଜୁର କରିଛି, ଯାହା ଅଧୀନରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଶିକ୍ଷା, ଏଲ୍ପିଜି, ଭିତ୍ତିଭୂମି ଏବଂ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ବୈଷୟିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୪,୨୦୦ କୋଟି ଟଙ୍କା ମଞ୍ଜୁର କରିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨,୦୬୦ କୋଟି ଟଙ୍କାର ସବ୍ସିଡି ମଞ୍ଜୁର କରାଯାଇଛି। ଯାହାଫଳରେ ଉଜ୍ଜ୍ୱଳା ହିତାଧିକାରୀ ଲାଭବାନ ହୋଇପାରିବେ। ଏତଦ୍ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମ୍ସି) ପାଇଁ ୩୦,୦୦୦ କୋଟି ଟଙ୍କାର ଏଲ୍ପିଜି ସବ୍ସିଡି ମଞ୍ଜୁର କରିଛି। ଏହି ସବ୍ସିଡି ଘରୋଇ ଏଲ୍ପିଜି ବିକ୍ରୟରେ କମ୍ପାନୀଗୁଡ଼ିକୁ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଉଦ୍ଦିଷ୍ଟ। ଏହାକୁ ୧୨ଟି ଭାଗରେ ପ୍ରଦାନ କରାଯିବ। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ତିନୋଟି କମ୍ପାନୀ ମଧ୍ୟରେ କ୍ଷତିପୂରଣ ବଣ୍ଟନ କରିବ। ଏହି କମ୍ପାନୀଗୁଡ଼ିକ ହେଲା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍), ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ (ବିପିସିଏଲ୍) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ (ଏଚ୍ପିସିଏଲ୍)।ବର୍ତ୍ତମାନର ବିଶ୍ୱ ରାଜନୀତି ଯୋଗୁଁ ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ ଘଟୁଛି ଏବଂ ଏହାକୁ ସମାଧାନ କରିବା ପାଇଁ ସବ୍ସିଡି ଦିଆଯାଇଛି।” କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉତ୍ତର-ପୂର୍ବ ରାଜ୍ୟ ଆସାମ ଏବଂ ତ୍ରିପୁରା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହି ଦୁଇଟି ରାଜ୍ୟ ପାଇଁ ୪୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ରେ ନିଆଯାଇଥିବା ଅନ୍ୟ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ମାରକନମ୍-ପୁଡୁଚେରୀ ଚାରିଲେନ୍ ରାଜପଥ ପାଇଁ ମଧ୍ୟ ସରକାର ୨୧୫୭ କୋଟି ଟଙ୍କାକୁ ଅନୁମୋଦନ କରାଯିବା ମଧ୍ୟ ସାମିଲ ରହିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ବିଶ୍ୱସ୍ତରରେ ଅନ୍ତର୍ଭୁକ୍ତ ବିକାଶ ପାଇଁ ସ୍ୱୀକୃତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା। ଏପର୍ଯ୍ୟନ୍ତ ୧୦.୩୩ କୋଟି ଉଜ୍ଜ୍ୱଳା ସଂଯୋଗ ଦିଆଯାଇଛି। ଅର୍ଥାତ୍ ସରକାରଙ୍କ ଏହି ଅତିରିକ୍ତ ବଜେଟ୍ରେ ୧୦.୩୩ କୋଟି ହିତାଧିକାରୀ ଉପକୃତ ହେବେ। ଏତଦ୍ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର ୧୭୫ଟି ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ଟି ପଲିଟେକ୍ନିକ୍ ସମେତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ ବହୁବିଧ ଶିକ୍ଷା ଏବଂ ଗବେଷଣାରେ ଉନ୍ନତି ଯୋଜନା (ମେରିଟ୍) କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାର ୨୦୨୫-୨୬ ରୁ ୨୦୨୯-୩୦ ଅବଧି ପାଇଁ ମୋଟ ୪,୨୦୦ କୋଟି ଟଙ୍କାର ଆର୍ôଥକ ପ୍ରଭାବ ରହିଛି। ଏହି ୪,୨୦୦ କୋଟି ଟଙ୍କା ମଧ୍ୟରୁ, ବିଶ୍ୱ ବ୍ୟାଙ୍କରୁ ଋଣ ଆକାରରେ ୨୧୦୦ କୋଟି ଟଙ୍କାର ବାହ୍ୟ ସହାୟତା ମିଳିବ।
get enclomiphene no rx needed
cheapest buy enclomiphene generic ingredients
canadien pas cher kamagra
commande kamagra livraison le lendemain
buying androxal uk generic
order androxal singapore where to buy
online order dutasteride price usa
buying dutasteride generic uae
get flexeril cyclobenzaprine generic from canadian pharmacy
cheapest buy flexeril cyclobenzaprine spain over the counter
cheap gabapentin buy online canada
how to buy gabapentin cheap alternatives
discount fildena australia online no prescription
order fildena buy japan
discount itraconazole cost effectiveness
itraconazole cheap cod
buy avodart cheap online pharmacy
how to buy avodart canada discount
cheapest buy rifaximin generic drug
purchase rifaximin cheap with fast shipping
buying xifaxan low price
Us xifaxan without a perscription
kamagra online krmeno ex
poštovní objednávka kamagra kanada