୨୦୨୧ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ହୃଷିକେଶ ମଲ୍ଲିକ

୨୦୨୧ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ରେ ସମ୍ମାନିତ ହେବେ ବିଶିଷ୍ଟ କବି ହୃଷିକେଶ ମଲ୍ଲିକ I‘ସରି ଯାଇଥିବା ଅପେରା’ ପାଇଁ ହୃଷିକେଶ ମଲ୍ଲିକ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହାସହିତ ଦିଗରାଜ ବ୍ରହ୍ମାଙ୍କୁ ବାଲ୍ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ । ‘ଗୀତ କହେ ମାଟିର କଥା’ ପାଇଁ ଦିଗରାଜଙ୍କୁ ମିଳିବ ପୁରସ୍କାର । ଏସେହିପରି , ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ ।

Comments (0)
Add Comment