ବର୍ଷାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ଅନୁଭବ

ବର୍ଷାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ସାଂସଦ ସ୍ୱାମୀ ଅନୁଭବ ମହାନ୍ତି । ଶୁଭେଚ୍ଛା ଦେବା ସହ ଅନୁଭବ କହିଛନ୍ତି ‘ହୁଏତ ଆମେ ଭଲ ପତି ପତ୍ନୀ ହୋଇପାରିଲେନି, କିନ୍ତୁ ଆମେ ସବୁବେଳ ପାଇଁ ଭଲ ବନ୍ଧୁ ହୋଇ ରହିଥିବା’ । ମୁଁ ମୋ ପରିବାର, ଫ୍ୟାନ ଏବଂ ଶୁଭେଚ୍ଛୁଙ୍କ ତରଫରୁ ତୁମକୁ ଜନ୍ମଦିନର ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ ଭଲରେ ରୁହ ଖୁସିରେ ରୁହ ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ମାମଲା କୋର୍ଟରେ ରହିଛି ।

Comments (0)
Add Comment