H.S.C-EXAMNINATION START

ଓଡିଶା ମାଧ୍ୟମିକ ବୋର୍ଡ ପକ୍ଷ ରୁ ଆଜି ଠାରୁ ଅଫ୍ଲାଇନ ମାଧ୍ୟମରେ ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଆରମ୍ଭ ହେଲା I କୋଭିଡ଼ ନିୟମ ପାଳନ ଅନୁଯାୟୀ ଏହି ପରୀକ୍ଷା କରାଯାଉଛି, ପରୀକ୍ଷାର୍ଥୀ ମାନଙ୍କର ଥର୍ମାଲ ଟେଷ୍ଟିଙ୍ଗ କରି ପରୀକ୍ଷା କେନ୍ଦ୍ର କୁ ଛାଡ ଯାଉଛି I

Comments (0)
Add Comment