ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ସୁଦ୍ଧା ଜିଏସଟି ସଂସ୍କାର କରିବାକୁ ଘୋଷଣା କରିଛନ୍ତି। ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ମୋଦୀ ଏହି ଘୋଷଣା କରିଛନ୍ତି। ଏହା ପରେ ଅର୍ଥ ମନ୍ତ୍ରଣାଳୟ ଜିଓଏମ କୁ ଏକ ନୂଆ ଜିଏସଟି ଢାଞ୍ଚା ପ୍ରସ୍ତାବ ଦେଇଛି। ଏଥିରେ କେବଳ ଦୁଇଟି ଟିକସ ସ୍ଲାବ; ୫% ଓ ୧୮% ରହିବ ବୋଲି ଜଣାପଡ଼ିଛି। କିଛି ଖାସ ଜିନିଷ ପାଇଁ ବିଶେଷ ଦର ମଧ୍ୟ ରହିବ।
ଅର୍ଥ ମନ୍ତ୍ରଣାଳୟ କହିଛି, ଜିଓଏମକୁ ଦିଆଯାଇଥିବା ପ୍ରସ୍ତାବ ତିନୋଟି ଦିଗ ଉପରେ ଆଧାରିତ। ପ୍ରଥମେ, ଢାଞ୍ଚାଗତ ସଂସ୍କାର। ଦ୍ୱିତୀୟ, ଟିକସ ଦର ସରଳୀକରଣ। ତୃତୀୟ, ଲୋକଙ୍କ ଜୀବନ ସହଜ କରିବା। ଏହି ପ୍ରସ୍ତାବ ଅନୁଯାୟୀ, ସାଧାରଣ ଲୋକଙ୍କ ଆବଶ୍ୟକ ଜିନିଷ ଓ ଆକାଂକ୍ଷାଜନକ ଜିନିଷ ଉପରେ ଟିକସ କମ ହେବ। ସ୍ଲାବକୁ ଦୁଇଟି ଷ୍ଟାଣ୍ଡାର୍ଡ ଓ ମେରିଟ କରାଯିବ। କେବଳ କିଛି ନିର୍ଦ୍ଦିଷ୍ଟ ଜିନିଷ ପାଇଁ ବିଶେଷ ଦର ରହିବ। ଏବେ ଜିଏସଟିରେ ଚାରୋଟି ସ୍ଲାବ ଅଛି; ୫%, ୧୨%, ୧୮% ଓ ୨୮%। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ସେପ୍ଟେମ୍ବରରେ ବୈଠକ କରିବ। ଏଥିରେ ଜିଓଏମର ପ୍ରସ୍ତାବ ଉପରେ ଆଲୋଚନା ହେବ। ମନ୍ତ୍ରଣାଳୟ କହିଛି, କମ୍ପେନସେସନ ସେସ୍ ଶେଷ ହେବାରୁ ଟିକସ ଦର ସରଳ ଓ ସ୍ଥିର କରିବାରେ ଅଧିକ ସୁବିଧା ମିଳିଛି।ନୂଆ ଜିଏସଟି ସିଷ୍ଟମ ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକଚର ଠିକ କରିବ। ଟିକସ ଶ୍ରେଣୀକରଣ ସମ୍ବନ୍ଧୀୟ ବିବାଦ କମିବ। ଦର ସ୍ଥିର ହେବା ଯୋଗୁଁ ବ୍ୟବସାୟ ସହଜ ହେବ। ଏମଏସଏମଇ ଓ ଷ୍ଟାର୍ଟଅପଗୁଡ଼ିକ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଓ ପ୍ରି-ଫିଲଡ ରିଟର୍ଣ୍ଣ ସୁବିଧା ମିଳିବ। ଏହା ସମୟ ଓ ଅର୍ଥ ବଞ୍ଚାଇବ। ରପ୍ତାନିକାରୀମାନେ ଅଟୋମେଟେଡ ରିଫଣ୍ଡ ପ୍ରକ୍ରିୟାରୁ ଲାଭ ପାଇବେ।
purchase androxal uk buy online
buy androxal cheap cod no rx
how to order enclomiphene generic europe
order enclomiphene cheap new zealand
how to order rifaximin price on prescription
get rifaximin canada cost
buy cheap xifaxan generic in usa
buy cheap xifaxan cheap uk buy purchase
ordering staxyn cost without insurance
buy staxyn australia no prescription
cheapest buy avodart purchase from canada
order avodart saturday delivery
cheapest buy dutasteride generic online mastercard
order dutasteride price uk
purchase flexeril cyclobenzaprine price usa
buy flexeril cyclobenzaprine generic uk
buy gabapentin price australia
pfizer labs discount pills gabapentin
buy cheap fildena cheap canadian pharmacy
fildena no prescription online
cheap itraconazole us overnight delivery
how to order itraconazole generic prices
kamagra měkké
nakupujte kamagra tablety bez lékařského předpisu
kamagra le lendemain
kamagra 25 mg prix