ପାକିସ୍ତାନର ମୁଜାଫରବାଦରେ ୱାଟର ଏମରଜେନ୍ସି ଆଲର୍ଟ | ଭାରତ ଗୋଟିଏ ପଟେ ସିନ୍ଧୁ ନଦୀର ପାଣି ବନ୍ଦ କରିଥିବାବେଳେ ଅନ୍ୟପଟେ ବିନା ସୂଚନାରେ ଝେଲମ ନଦୀର ପାଣି ଛାଡି ଦେବାରୁ ପାକିସ୍ତାନର ଅନେକ ଅଂଚଳ ଜଳମଗ୍ନ | ପାକିସ୍ତାନରେ ଗ୍ରୀଷ୍ମ ଋତୁରେ ବନ୍ୟା ପରିସ୍ଥିତି |