ଅଗରଵତୀ କାରଖାନାରେ ଅଗ୍ନିକାଣ୍ଡ

ଜଗତପୁର ସ୍ଥିତ ମଙ୍ଗଲଦୀପ୍ ଅଗରଵତୀ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ I ସୂଚନା ଅନୁସାରେ କାରଖାନାରେ ଅଗରବତୀ ତିଆରି ହେଉଥିବା ସମୟ ଏହି ଅଗ୍ନିକାଣ୍ଡ ଘଟିଥିଲା I ଘଟଣାସ୍ଥଳରେ ଦମକଳ ଵାହିନୀ ପହଞ୍ଚି ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

Comments (0)
Add Comment