ଆଇଆଇଟି ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ। ବିଭିନ୍ନ ନନ୍‌ ଟିଚିଂ ପଦବୀ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଅନଲାଇନ ଯୋଗେ ଆବେଦନପତ୍ର ଗ୍ରହଣ କରାଯାଉଛି। ବିଜ୍ଞପ୍ତି ଅନୁସାରେ ସବୁ ପଦବୀ ସିଧାସଳଖ ନିଯୁକ୍ତି/ଡେପୁଟେସନ ଭିତ୍ତିରେ ପୂରଣ କରାଯିବ।

ଏହି ନନ ଟିଚିଂ ପଦବୀଗୁଡ଼ିକ ପାଇଁ ମେ’ ୪ରୁ ଆବେଦନ ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି। ଏହା ଜୁନ୍‌ ୩ ଯାଏ ଚାଲିବ। ଆବେଦନର ହାର୍ଡ କପି ଇନଷ୍ଟିଚ୍ୟୁଟରୁ ଗ୍ରହଣ କରିବାର ଶେଷ ତାରିଖ ରହିଛି ଜୁନ୍‌ ୧୩।

ଖାଲି ପଦବୀ ସମ୍ପର୍କିତ ସୂଚନା

୧-ରେଜିଷ୍ଟ୍ରାର- ଗୋଟିଏ ପଦବୀ

ଦରମା -୧,୪୪,୨୦୦ରୁ ୨,୧୮,୨୦୦ ଟଙ୍କା। ଇନଷ୍ଟିଚ୍ୟୁଟର ନିୟମ ଅନୁସାରେ ଅନ୍ୟାନ୍ୟ ସହାୟତା ମିଳିବ।
ବୟସ ସୀମା-୫୭ ବର୍ଷ

୨- ଡେପୁଟି ରେଜିଷ୍ଟ୍ରା- ୨ଟି ପଦବୀ

ଦରମା-୭୮,୮୦୦ରୁ ୨,୦୯,୨୦୦ ଟଙ୍କା। ଇନଷ୍ଟିଚ୍ୟୁଟର ନିୟମ ଅନୁସାରେ ଅନ୍ୟାନ୍ୟ ସହାୟତା ମିଳିବ।
ବୟସ ସୀମା-୫୦ ବର୍ଷ

୩- କାର୍ଯ୍ୟନିର୍ବାହୀ ଇଞ୍ଜିନିୟର(ସିଭିଲ)- ଗୋଟିଏ ପଦବୀ

ଦରମା-୬୭,୭୦୦ରୁ ୨,୦୮,୭୦୦ ଟଙ୍କା।
ବୟସ ସୀମା-୪୫ ବର୍ଷ

୪- ମେଡିକାଲ ଅଫିସର- ଗୋଟିଏ ପଦବୀ

ଦରମା-୫୬,୧୦୦ରୁ ୧୭୭,୫୦୦ ଟଙ୍କା।
ବୟସ ସୀମା-୪୫ ବର୍ଷ

୫-ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର-ଗୋଟିଏ ପଦବୀ

ଦରମା-୫୬,୧୦୦ରୁ ୧,୭୭,୫୦୦ ଟଙ୍କା
ବୟସ ସୀମା-୪୫ ବର୍ଷ

୬-ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର(ଏଫଆଣ୍ଡଏ)-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୭- ସିକ୍ୟୁରିଟି ଅଫିସର- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୮-ଆସିସଷ୍ଟାଣ୍ଟ ପବ୍ଲିକ ରିଲେସନ ଅଫିସର-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୯- ଆସିସଷ୍ଟାଣ୍ଟ ଲିଗାଲ ଅଫିସର- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୦- ସିଷ୍ଟମ ଆଡମିନଷ୍ଟ୍ରେଟର-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୧- ନେଟୱର୍କ ଆଡମିନଷ୍ଟ୍ରେଟର-ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

ଆହୁରି ପଢ଼ନ୍ତୁ
BECILରେ ୱାକ୍‌-ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

3 days ago
B.Tech ଓ M.Tech ପିଲାଙ୍କ ପାଇଁ SBIରେ ଚାକିରି ସୁଯୋଗ

5 days ago
୧୨- ସଫ୍ଟୱେର ଇଞ୍ଜିନିୟର- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୩- ଆସିସଷ୍ଟାଣ୍ଟ କ୍ରୀଡ଼ା ଅଧିକାରୀ- ଗୋଟିଏ ପଦବୀ

ଦରମା-୫୬,୧୦୦-୧,୭୭,୫୦୦
ବୟସ ସୀମା-୪୫ ବର୍ଷ

୧୪- ପ୍ରାଇଭେଟ ସେକ୍ରେଟାରୀ-ଗୋଟିଏ ପଦବୀ

ଦରମା-୪୬,୬୦୦ରୁ ୧,୫୧,୧୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୫- କନିଷ୍ଠ ଯନ୍ତ୍ରୀ(ସିଭିଲ)- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୬- କନିଷ୍ଠ ଯନ୍ତ୍ରୀ(ଇଲେକ୍ଟ୍ରିକାଲ)- ଗୋଟିଏ ପଦବୀ

ଦରମା- ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୭- ହିନ୍ଦୀ ଅନୁବାଦକ- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୮- ଶାରିରୀକ ତାଲିମ ପ୍ରଶିକ୍ଷକ-ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୧୯- ୱେବ ଡେଭଲପର – ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୨୦- ଆସିସଷ୍ଟାଣ୍ଟ ସିକ୍ୟୁରିଟି ଅଫିସର- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୨୧- ଷ୍ଟାଫ ନର୍ସ- ଗୋଟିଏ ପଦବୀ

ଦରମା-୩୫,୪୦୦ରୁ ୧,୧୨,୪୦୦ ଟଙ୍କା
ବୟସ ସୀମା-୩୫ ବର୍ଷ

୨୨- ଜୁନିୟର ଟେକ୍ନିସିଆନ(ସିଷ୍ଟମ)

ଦରମା-୨୫,୫୦୦ରୁ ୮୧,୧୦୦ ଟଙ୍କା
ବୟସ ସୀମା-୩୨ ବର୍ଷ

୨୩- ଜୁନିୟର ଟେକ୍ନିସିଆନ(ନେଟୱର୍କ)- ଗୋଟିଏ ପଦବୀ

ଦରମା-୨୫,୫୦୦ରୁ ୮୧,୧୦୦ ଟଙ୍କା
ବୟସ ସୀମା-୩୨ ବର୍ଷ

ଚାକରି ପାଇଁ ଯୋଗ୍ୟତା ଓ ଅନ୍ୟାନ୍ୟ ତଥ୍ୟ ପାଇଁ ଆଶାୟୀମାନେ IIT Bhubaneswar website.କୁ ଯାଇପାରିବେ।