ଭୁବନେଶ୍ବର: ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ନବବଧୂ ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ବିବାହର ୬ ମାସ ନପୁରୁଣୁ ଝିଅ ଝୁଲିପଡିଲେ ବୋଲି ମୃତ ତୃପ୍ରିମାଳାଙ୍କ ମାଆ କହିଛନ୍ତି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଜାକେଲା ଗାଁର ପଦିଆ ନାୟକଙ୍କ ପୁଅ ବିକ୍ରମ ନାୟକଙ୍କ ସହ ଗତ ଫେବୃଆରୀ ମାସରେ ତୃପ୍ତିମାଳା ନାୟକଙ୍କର ବିବାହ ହୋଇଥିଲା । ତୃପ୍ତି ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳର ଧୀରୁକୁଟୀ ବସ୍ତିରେ ଥିବା ଶାଶୂଘରେ ରହୁଥିଲେ । ଶନିବାର ରାତିରେ ଶାଶୂଘର ଲୋକ ତୃପ୍ତିଙ୍କ ଘରକୁ ଫୋନ୍ କରି ତୃପ୍ତିମାଳା ରଶି ଲଗେଇ ଦେଇଛି ବୋଲି ସୂଚନା ଦେଇଥିଲେ । କୌଣସି କାରଣ ନଥାଇ ତୃପ୍ତି କାହିଁକି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଥିଲେ ପରିବାର । ଏହା ପରେ ତୃପ୍ତିମାଳାଙ୍କ ପରିବାର ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ଏହାଛଡ଼ା ବାହାଘର ପରଠାରୁ ତୃପ୍ତିଙ୍କ ଶାଶୂଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ବୋଲି ମିଡିଆ ସାମ୍ନାରେ ଅଭିଯୋଗ ଆଣିଛନ୍ତି ମୃତ ତୃପ୍ତିମାଳାଙ୍କ ବାପା-ମାଆ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
medicament kamagra prescrire eu medicament
acheter kamagra generique
get enclomiphene cost without insurance
order enclomiphene buy germany
cheapest buy androxal generic canada
discount androxal price dubai
how to buy dutasteride usa online pharmacy
dutasteride on line cash on delivery
buy cheap flexeril cyclobenzaprine generic available
compare flexeril cyclobenzaprine prices at major pharmacys
purchase gabapentin canada how to buy
discount gabapentin generic sale
cheapest price for generic fildena without prescription
does fildena really work
cheapest buy staxyn uk generic
order staxyn uk generic
purchase itraconazole safely online
order itraconazole generic uk buy
how to buy avodart usa drugstore
buying avodart cheap online no prescription
cheap rifaximin purchase online uk
cheap rifaximin buy sydney
how to order xifaxan buy adelaide
get xifaxan uk delivery
koupit kamagra z kanady
poštovní objednávka kamagra