ବରଗଡ଼ ପୋଲିସ ହେପାଜତ ରେ ମୃତ୍ୟୁ :ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର

ଏକ ପୁରୁଣା ମାରପିଟ ମାମଲାରେ ବରଗଡ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିଲା I ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ I ଏହି ଘଟଣା ପରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇ ଘଟଣାର ସିବିଆଇ ତଦନ୍ତ ସହ ୫୦ ଲକ୍ଷ କ୍ଷତିପୂରଣ ପାଇଁ ହାଇକୋର୍ଟ ରେ ଆବେଦନ ହୋଇଛି I

Comments (0)
Add Comment