ରାଶିଫଳ : ୦୭-୦୮-୨୦୨୨ ରବିବାର : ଏହି ରାଶିର ବ୍ୟକ୍ତିମାନେ ଆଧ୍ୟାତ୍ମିକବାଦୀ ହେବେ I
ମେଷ : ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ I ପାରିବାରିକ ସମସ୍ୟା ର ସମାଧାନ ହେବ I ବାକ ସଂଯମତା ରଖିଲେ ବିବାଦୀୟ ପରିସ୍ଥିତି ଟଳିବ I ଅଚାନକ ଆର୍ଥିକ ଲାଭ ହୋଇପାରେ I ଶତ୍ରୁ ପରାଜିତ ହେବେ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I
ବୃଷ : ଜୀବନସାଥୀ ଙ୍କ ସହିତ ସମ୍ପର୍କ ମଧୁର ରହିବ I ସାମାଜିକ କାର୍ଯ୍ୟରେ ଯୋଗ ଦେବେ I ମନୋରଞ୍ଜନ ରେ ଦିନଟି ବିତିବ I ଶାରୀରିକ ଏବଂ ମାନସିକ ସୁସ୍ଥ ରହିବେ I ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ I ଆର୍ଥିକ ଲାଭ ହେବ I
ମିଥୁନ : ଅନେକ ଦିନ ରୁ ବାକି ପଡିଥିବା କାର୍ଯ୍ୟ ସମାପ୍ତ ହେବ I କାର୍ଯ୍ୟକ୍ଷେତ୍ରରେ ସଫଳତା ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ I ଘରେ ସୁଖ ଏବଂ ଶାନ୍ତି ଆପଣଙ୍କୁ ମାନସିକ ସ୍ତରରେ ଆନନ୍ଦିତ କରିବ ଵିଶ୍ଵାସ୍ଥ୍ୟ ଉତ୍ତମ ରହିବ I
କର୍କଟ : ମନ କୁ ଶାନ୍ତ ରଖିବେ I ହଠାତ୍ ଖର୍ଚ୍ଚ ବୃଦ୍ଧି ହେବ I ପ୍ରେମୀଯୁଗଳଙ୍କ ମଧ୍ୟରେ ବିବାଦ ଏବଂ ମତ ପାର୍ଥକ୍ୟ ହୋଇପାରେ I ଆପଣ ନୂତନ ବନ୍ଧୁତା ସ୍ଥାପନ କରିବେ I ସୁଖାଦ୍ୟ ଭୋଜନ କରିବେ I
ସିଂହ : ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ I ପରିବାର କୁ ବନ୍ଧୁ ଆଗମନ କରିବେ I ମାଆଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ନକାରାତ୍ମକତା ଠାରୁ ଦୂରେଇ ରୁହନ୍ତୁ I ଘର କିମ୍ବା ଯାନବାହନ କ୍ରୟ ପାଇଁ ଆଜି ଦିନଟି ଉତ୍ତମ ନୁହେଁ I
କନ୍ୟା : ଶାରୀରିକ ଓ ମାନସିକ ସ୍ତରରେ ଖୁସି ରହିବେ I ପାଇବାକୁ ଥିବା ଅର୍ଥକୁ ନେଇ ଝଗଡ଼ା ହୋଇପାରେ। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ଚିନ୍ତିତ ରହିବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ତୁଳା : ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ୍ ନୁହେଁ I ମାନସିକ ଦ୍ୱନ୍ଦ୍ୱ ବଢିବ I ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I କାର୍ଯ୍ୟ ପାଇଁ ଦିନସାରା ବ୍ୟସ୍ତ ରହିବେ I ଆର୍ଥିକ ଲାଭ ହୋଇପାରେ I ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I
ବିଛା : ବନ୍ଧୁ ପରିଜନ ଙ୍କ ସହିତ ମିଳନ ହେବ I ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ I କୌଣସି କ୍ଷେତ୍ରରେ ବିବାଦ ଆଗକୁ ନ ବଢାଇ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବା ଭଲ। ପାରିବାରିକ ସମସ୍ୟା ସମାଧାନ ହେବ I ପିଲାମାନଙ୍କ ଅଗ୍ରଗତି କୁ ନେଇ ଆନନ୍ଦିତ ରହିବେ I
ଧନୁ: ଦିନଟି ଅଳସୁଆରେ କଟିବ I ସାମୟିକ ସ୍ୱାସ୍ଥ୍ୟ ଖରାପ ହେବ I ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ କୌଣସି ସମସ୍ୟା ଆସିଲେ, ତାହାକୁ ଚତୁରତାର ସହିତ ସାମ୍ନା କରିବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମକର: ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ମିଳିବ।
କୁମ୍ଭ : ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ I ଦିନସାରା ଖୁସି ଅନୁଭବ କରିବେ I ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ସମୟ ଭଲ ଏବଂ ଆପଣ ସଫଳତା ହାସଲ କରିବାକୁ ସକ୍ଷମ ହେବେ I ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟରେ ଆପଣଙ୍କର ଚିନ୍ତା କମିଯିବ I ଆୟ ଏବଂ ପଦୋନ୍ନତି ବୃଦ୍ଧି ହେବାର ସମ୍ଭାବନା ଅଛି I
ମୀନ : ମାନସିକ ଦ୍ୱନ୍ଦ୍ୱ ଯୋଗୁଁ ଭୟ ଅନୁଭବ କରିବେ I ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡିକ ଜାରି ରଖିବେ | ଚାକିରିରେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଆପଣଙ୍କୁ ସତର୍କ ରହିବାକୁ ପଡିବ I ପିଲା ମାନଙ୍କ ବିଷୟରେ ଚିନ୍ତା ହେବ I ବିରୋଧୀମାନେ ଆପଣଙ୍କ ପଥରେ ବାଧା ସୃଷ୍ଟି କରି ପାରନ୍ତି I