CONGRESS PRESS MEET

ରାଜ୍ୟ ସରକାରଙ୍କର ଅର୍ଥନୈତିକ କୁପରିଚାଳନାକୁ ନେଇ କଂଗ୍ରେସ ର ମୁଖପାତ୍ର ପ୍ରଶାନ୍ତ ଶତପଥି ସମାଲୋଚନା କରିଥିଲେ । ରାଜ୍ୟର ସାଧାରଣ ଜନତାଙ୍କର ସାମଗ୍ରିକ ଅର୍ଥନୈତିକ ବିକାଶ ତଥା ପାରିବାରିକ ଆୟ ବୃଦ୍ଧି ଘଟିଛି କହି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାର ବାସ୍ତବ ଚିତ୍ର କିଛି ଅଲଗା । ଆଜି ପ୍ରଦେଶ କଂଗ୍ରେସ ତରଫରୁ ମୁଖପାତ୍ର ପ୍ରଶାନ୍ତ ଶତପଥି ଓଡ଼ିଶା ସରକାରଙ୍କର ମିଶନ ଶକ୍ତି ବିଭାଗର ଶକ୍ତିହୀନ ପ୍ରଦର୍ଶନକୁ ନେଇ ଏକ ପ୍ରେସ ମିଟ କରିଥିଲେ I

Comments (0)
Add Comment