CCTVରେ କଏଦ ହେଲା ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଦୃଶ୍ୟ

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀ କଖାରୁଆ ବୈଦ୍ୟନାଥ ପୀଠ ନିକଟରେ ପୋଲିସ ଫାଣ୍ଡି ନିକଟବର୍ତୀ ପେଟ୍ରୋଲ ପମ୍ପ ଏହି ଲୁଟ ର ଦୃଶ୍ୟ CCTVରେ କଏଦ ହେଇଛି Iମାଣତ୍ରୀ ବଡସାହି ମୁଖ୍ୟ ରାସ୍ତାର ମାଳିହାତୀଠାରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପକୁ ବୁଧବାର ରାତିରେ ଦୁଇ ଜଣ ଯୁବକ ଯାଇ ଛୁରି ଓ ବନ୍ଧୁକ ଦେଖାଇ ପମ୍ପ୍ କର୍ମଚାରୀଙ୍କ ପାଖରୁ ଡକାୟତି କରି ଫେରାର ହୋଇଯାଇଛନ୍ତି ।
ଘଟଣା ସମ୍ପର୍କରେ ବୈଶିଙ୍ଗାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଲୁଟ୍ ଟଙ୍କାର ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Comments (0)
Add Comment