BHITAR KANIKA

ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ଏହି ସୂଚନା ଦେଇଛନ୍ତି ।
ଅଗଷ୍ଟ ମାସର କରୋନା କଟକଣା ଗାଇଡ୍‌ଲାଇନ୍ ଆସିବା ପରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ଏହି ଜାତୀୟ ଉଦ୍ୟାନକୁ ଖୋଲା ଯିବ। ନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି କହିଛନ୍ତି I ଯେ ବର୍ତ୍ତମାନ ପର୍ଯ୍ୟଟକମାନେ କେବଳ ଦିନବେଳା ଭିତରକନିକାରେ ପ୍ରବେଶ କରିବାକୁ ଅନୁମତି ପାଇବେ। ଏବେ ଏଠାରେ ରାତ୍ରୀଯାପନ କରିବା ପାଇଁ ଅନୁମତି ଦିଆଯିବ ନାହିଁ।

Comments (0)
Add Comment