ଆର୍ଯ୍ୟନ ଖାଁ ଙ୍କ ଵେଲ ନାମଞ୍ଜୁର : ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ

ଆର୍ଯ୍ୟନ ଖାନ ଙ୍କ ବେଲ ନାମଞ୍ଜୁର Iଫଳରେ ତାଙ୍କୁ ବିଚାର ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ଶନିବାର ଦିନ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଆଜି ତାଙ୍କର ରିମାଣ୍ଡ ଅବଧି ସରୁଥିବାବେଳେ,ତାଙ୍କୁ ଆଶ୍ବସ୍ତି ମିଳିପାରେ ବୋଲି ତାଙ୍କ ଓକିଲ ସତୀଶ ମାନସିନ୍ଧେ ଆଶା କରୁଥିଲେ I ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତ ଙ୍କର ମଧ୍ୟ ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟ ରେ ହଜାର କରାଯାଇଥିଲା I କିନ୍ତୁ ଵେଲ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଆସନ୍ତା କାଲି ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ରହିଛି। ।

Comments (0)
Add Comment