ଅମିତ ଖାଡେ ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ ଦାତା ନିଯୁକ୍ତି

ଅବସରପ୍ରାପ୍ତ କେନ୍ଦ୍ର ଶିକ୍ଷା ସଚିବ ଅମିତ ଖାଡେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପରାମର୍ଶ ଦାତା ନିଯୁକ୍ତ ହୋଇଛନ୍ତି I ଝାଡ଼ଖଣ୍ଡ ପାହ୍ୟା ର ୧୯୮୫ ବ୍ୟାଚ ଆଇଏସ ଅଧିକାରୀ ଖାଡେ ସେପ୍ଟେମ୍ବର ୩୦ ରେ ଅବସର ନେଇଥିଲେ I ଏହାପରେ ସେ କ୍ୟାବିନେଟ ର ଅନୁମୋଦନ ପରେ ପୁନଃ ନିଯୁକ୍ତି କ୍ରମେ ତାଙ୍କୁ ଦୁଇ ବର୍ଷ ପାଇଁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି Iଏହା ପୂର୍ବରୁ ସେ ସୂଚନା ଓ ପ୍ରସାରଣ ବିଭାଗ ର ସଚିବ ଥିଲେ I ବିହାର ଗୋ ଖାଦ୍ୟ ଧରିବାରେ ମଧ୍ୟ ତାଙ୍କର ଭୂମିକା ରହିଥିଲା I ସେ ରାଞ୍ଚି ବିଶ୍ୱବିଦ୍ୟାଳୟ ର କୁଳପତି ଭାବେ ମଧ୍ୟ କିଛି କାଳ ଦାୟିତ୍ୱ ନିର୍ବାହ କରିଥିଲେ I

Comments (0)
Add Comment