ଏସି.ବିସ୍ଫୋରଣ

ଆଜି ରାଜଧାନୀ ସତ୍ୟନଗରସ୍ଥିତ ତୋଷାଳି ଭବନ ୨ୟ ମହଲାରେ ଥିବା ମାନବାଧିକାର କମିସନଙ୍କ କାର୍ଯ୍ୟାଳୟରେ କୌଣସି କାରଣରୁ କାର୍ଯ୍ୟାଳୟ ଭିତରେ ଲାଗିଥିବା ଏକ ଏସି ବିସ୍ଫୋରଣ ହୋଇ ଅଗ୍ନି କାଣ୍ଡ ଘଟି ଯାଇଛି । ଫଳରେ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇନାହାନ୍ତି । ତୁରନ୍ତ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଯାଇଥିଲେ ।

Comments (0)
Add Comment