ପୌର ନିର୍ବାଚନ ପାଇଁ ସରକାରୀ ପାଣ୍ଠିରୁ ୫୦୦ କୋଟି ବରାଦ

ଆଗାମୀ ପୌର ନିର୍ବାଚନ ପୂର୍ବରୁ ସହରାଂଚଳଗୁଡ଼ିକରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ରାସ୍ତାଘାଟ ଓ ନାଳ ନର୍ଦ୍ଦମାର ମରାମତି ଓ ଉନ୍ନତିକରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ରେ କହିଛି ଏ ହେଉଛି ନିର୍ବାଚନୀ ଥୋପ,ଘୋଷଣା ସର୍ବସ୍ବ ସରକାର କିଛି କାର୍ଯ୍ୟକାରୀ ହୁଏନି କେବଳ ଘୋଷଣା ହୁଏରେ କହିଛି ଏ ହେଉଛି ନିର୍ବାଚନୀ ଥୋପ,ଘୋଷଣା ସର୍ବସ୍ବ ସରକାର ଅନେକ ଘୋଷଣା ସରକାର କରନ୍ତି କିନ୍ତୁ ବାସ୍ତବରେ କିଛି କରନ୍ତି ନାହିଁ ।

Comments (0)
Add Comment