ସେମି ଫାଇନାଲ ରୁ ଦୀପକ ଙ୍କ ବିଦାୟ

ଟକିଓ ଅଲିମ୍ପିକ ସେମି ଫାଇନାଲ ରୁ ଦୀପକ ପୁନିଆଙ୍କ ବିଦାୟ ହୋଇଛି I ଆମେରିକା ର ୱାର୍ଲଡ ଚାମ୍ପିୟନ ଡେଭିଡ ମୋରିସ ଟେଲର ଙ୍କ ଠାରୁ ୮୬ ବର୍ଗ କୁସ୍ତିରେ ପରାସ୍ତ ହୋଇଛନ୍ତି I ବର୍ତମାନ ଦୀପକ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ I

Comments (0)
Add Comment