ବି.ଜେ.ପି ବିଧାୟକ ମାନେ ବିଧାନ ସଭା ମୁଖ୍ୟ ଦ୍ୱାର ରେ ଧାରଣା

ବି.ଜେ.ପି ବିଧାୟକ ମାନେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ କହୁଛନ୍ତି ହେ ପ୍ରଭୁ ମୁଖ୍ୟ ମନ୍ତ୍ରୀ ଙ୍କୁ ସତ ବୁଧି ଓ ଶକ୍ତି ଦିଅନ୍ତୁ ,ମୋମିତା କୁ ନ୍ୟାୟ,ଦେବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ସି.ବି.ଆଇ କୁ ତଦନ୍ତ କରିବା କୁ ନିର୍ଦେଶ ଦେଇ ବିଧାନ ସଭା କୁ ଆସନ୍ତୁ ,ଚାଷୀ ମାନଙ୍କ ସମେତ ବହୁ ସମସ୍ୟା କୁ ଆଲୋଚନା କରିବା ପାଇଁ ଆସନ୍ତୁ ,

Comments (0)
Add Comment